ଆଦିବାସୀ ଅଞ୍ଚଳରେ ମାଡ଼ିଲା କରୋନା : ବିପଦରେ ଡଙ୍ଗରିଆ

ବଣ୍ଡାଘାଟିରେ ୧୨ ପଜିଟିଭ୍‌ ରାୟଗଡ଼ା/କଲ୍ୟାଣସିଂହପୁର : କରୋନା କବଳରୁ ବର୍ତ୍ତି ପାରିନାହାନ୍ତି ବିରଳ ଜନଜାତି ଡଙ୍ଗରିଆ ସଂପ୍ରଦାୟ। ପୂର୍ବ ଘାଟ ପର୍ବତମାଳାର ନିୟମଗିରରେ ବାସ କରୁଥିବା ୪ଟି ଡଙ୍ଗରିଆ ଗାଁକୁ ଇତିମଧ୍ୟରେ କରୋନା ବ୍ୟାପିଛି। ପାର୍ସାଲି ସରପଞ୍ଚଙ୍କ ସମେତ ଫାକେରୀ, ବୁଡୁଣି, ଟେବାପଡ଼ା, ନିର୍ଗୁଣ୍ଡି ଗ୍ରାମର ୧୯ ଡଙ୍ଗରିଆ ଗତକାଲି ସୁଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଡଙ୍ଗରିଆଙ୍କୁ କରୋନା ଛୁଇଁବା ପରେ ସ୍ଥିତି କି ଭଳି ନିୟନ୍ତ୍ରଣ ହେବ, ଚିନ୍ତାରେ … Continue reading ଆଦିବାସୀ ଅଞ୍ଚଳରେ ମାଡ଼ିଲା କରୋନା : ବିପଦରେ ଡଙ୍ଗରିଆ